ବିଶ୍ଵ ଭାରତୀ ଦାଶ (ଗୋସ୍ଵାମୀ)

ଶ୍ରୀମତୀ ବିଶ୍ଵ ଭାରତୀ ଦାଶ (ଗୋସ୍ଵାମୀ) ଅବିଭକ୍ତ ବାଲେଶ୍ଵର (ଭଦ୍ରକ) ଜିଲ୍ଲାର ସୂର୍ଯ୍ୟପୁର ଗ୍ରାମରେ ଜନ୍ମ ନିଅନ୍ତି ବାଲେଶ୍ଵରରେ ପଢିବଢି (ଏମସିଏ, ବିଏସସି, ଏଲଏଲବି) ବିବାହ ହୁଅନ୍ତି କାକଟପୁରରେ । ଅଧୁନା କଟକ ସହରର ବାସିନ୍ଦା ହୋଇଥିଲେ ହେଁ, କର୍ମସ୍ଥଳୀ ବାଙ୍ଗାଲୋରରେ ବସବାସ କରନ୍ତି । ଶିକ୍ଷକତା କରିବାର ଆଗ୍ରହ ପିଲାବେଳୁ ଥିଲା । ତେଣୁ ସାମୟିକ (ଅବସର) ସମୟରେ ଆବାକସ, ହସ୍ତାକ୍ଷର, ଓ ବେଦ୍ୟିକ ଗଣିତର ଶିକ୍ଷାଦାନ କରିଥାନ୍ତି ଏବଂ ନିଜକୁ ସାହିତ୍ୟରେ ଏକ ଅଙ୍ଗୀକାର ଭାବେ ଡୁବାଇ ରଖିଥାନ୍ତି । ଓଡ଼ିଆ ସାହିତ୍ୟରେ ଖୁବ ରୁଚି ରଖିଥିବା ଶ୍ରୀମତୀ ଭାରତୀ ଓଡ଼ିଶୀ ନୃତ୍ୟ, ଗୀତ ଏବଂ କଳାରେ ମଧ୍ୟ ରୁଚି ରଖନ୍ତି; ଏବଂ ପେଷାରେ ଜଣେ ଓକିଲ ଭାବେ କଟକ ହାଇକୋର୍ଟରେ କାର୍ଯ୍ୟରତ ।
---------------------------------------------
ଠିକଣା: ଜି-୧, ଭାନୁ ଶଙ୍କର ଅପାର୍ଟମେଣ୍ଟ, ଅଭୟା ରେଡ୍ଡୀ ଲେ-ଆଉଟ, ସି ଭି ରମଣ ନଗର, କାଗଦାସାପୁର, ବାଙ୍ଗାଲୋର, କର୍ଣାଟକ, ପିନ-୫୬୦୦୯୩
ମୋବାଇଲ: ୯୩୪୧୩୭୪୨୭୫