କଳ୍ପଲତା ମହାପାତ୍ର

ଶ୍ରୀମତୀ କଳ୍ପଲତା ମହାପାତ୍ର ପୋଲସରା ଗ୍ରାମରେ ମାତା ଶ୍ରୀମତୀ ଅନସୂୟା ମହାପାତ୍ର ଏବଂ ପିତା ଶ୍ରୀ ଲଡୁକିଶୋର ମହାପାତ୍ର (ଜଣେ ସୁନାମଧାନ୍ୟ ପ୍ରଧାନ ଶିକ୍ଷକ, ପୋଲସରା)ଙ୍କ ଔରସରୁ ୧୧/୦୭/୧୯୭୭ଦିନ କୋଳମଣ୍ଡନ କରନ୍ତି । ବ୍ରହ୍ମପୁର ବିଶ୍ଵାବିଦ୍ୟାଳୟରୁ ସେ ଓଡ଼ିଆ ଭାଷାରେ ସ୍ନାତକୋତ୍ତର କରନ୍ତି। ବୃତ୍ତିରେ ସେ ଜଣେ ଶିକ୍ଷୟତ୍ରୀ ଏବଂ ରୁଚି ତାଙ୍କର ଲେଖା, ପଢା ଏବଂ ସାହିତ୍ୟ ସାଧନା । “ଚିହ୍ନା କଇଁ ଅଚିହ୍ନା ଜହ୍ନ” ଶ୍ରୀମତୀ ମହାପାତ୍ରଙ୍କ ପ୍ରଥମ କବିତା ସଂକଳନ।

ଠିକଣା: କେ। ବରିଡ଼ା, ବେଗୁନିଆପଡା ବ୍ଲକ, ଗଞ୍ଜାମ। ମୋବାଇଲ - ୯୮୬୧୨୫୭୦୪୮