ନିରଞ୍ଜନ ନାୟକ

ନିରଞ୍ଜନ ନାୟକ: ପ୍ରଥମ-କବିତା ରାୟଗଡାରୁ ପ୍ରକାଶିତ ଡି.ଜଗନ୍ନଥ ଙ୍କ ସମ୍ପାଦନାରେ ପ୍ରକାଶିତ ସ୍ମୃତି ପତ୍ରପତ୍ରିକାରେ । ଧନ୍ୟବାଦ ତୁମେ ଉତ୍କଳ ବାସୀରୁ ଆରମ୍ଭ କବିତା ଜୀବନ । ପ୍ରଥମ ସ୍ତମ୍ଭ ଲେଖା ଧରତ୍ରୀ ସମ୍ପାଦନା ପୃଷ୍ଠାରୁ ଆରମ୍ଭ । ପ୍ରଥମ ଫିଚର ରାୟଗଡାରୁ ପ୍ରକାଶିତ ସମୟର ପ୍ରତିଫଳନ ରୁ ଆରମ୍ଭ ହୋଇଛି । ଟିକିରି ସାହିତ୍ୟ ପରିଷଦର ସମ୍ପାଦକ ଦାୟିତ୍ବ ରେ ଅଛି । ଓଡିଶାର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକା ରେ ସ୍ତମ୍ଭ ଫିଚର କବିତା ଗପ ପ୍ରକାଶିତ ହେଉଛି । ସାହିତ୍ୟ ଓ ସଂସ୍କୃତି ର ପ୍ରଚାର ଓ ପ୍ରସାର ପାଇଁ ତଥା ସଙ୍ଗଠନ ପାଇଁ  କଳିଙ୍ଗ ପୁରଷ୍କାର ସହ ବହୁ ସମ୍ମାନରେ  ସମ୍ମାନିତ। ଓଡିଶା ସରକାରଙ୍କ କୃଷି ବିଭାଗରେ ଭିଏଡବ୍ଲୁ ପଦବୀରେ କାର୍ଯ୍ୟରତ ଥିବା ସହ ସମାଜ ଭାଷା ସାହିତ୍ୟ ସେବା ପାଇଁ ସୁନାମ ରହିଛି।ପିତା ଶ୍ରୀ ଥବିର ନାୟକ ମାଆ-ଚନ୍ଦ୍ରମା ନାୟକଙ୍କ ଦ୍ବିତୀୟ ପୁତ୍ର ରୂପେ ଜନ୍ମିତ ନିରଞ୍ଜନ ବର୍ତ୍ତମାନ କାଶିପୁର ଭଳି ଅନେକ ଆଦିବାସୀ ଅଞ୍ଚଳର ଭାଷା ଓ ଜନଜୀବନ ଉପରେ ଗବେଷଣା ଚଳାଇଛନ୍ତି ।
----------------------------------------------------------
ଠିକଣା-ଗୌଡ ସାହି ଟିକିରି, ବ୍ଲକ-କାଶିପୁର ଜିଲ୍ଲା -ରାୟଗଡା ।765015
ମୋ-9437317417