ରୀତା ଅପରାଜିତା ମହାନ୍ତି

ଶ୍ରୀମତୀ ରୀତା ଅପରାଜିତା ମହାନ୍ତି ଏକାଧlରରେ ଜଣେ କବି, ଗାଳ୍ପିକl, ସ୍ତମ୍ଭକାର, ଓ ନାଟ୍ୟକାର । ବାଲ୍ୟକାଳରୁ ମହା ପ୍ରଭୁ ଜଗନ୍ନାଥ କରୁଣାରୁ ପ୍ରଥମେ କବିତା ଲେଖା ଆରମ୍ଭ କରିଥିଲେ ଯାହା ଏ ପର୍ଯ୍ୟନ୍ତ ଆଗେଇ ଚାଲିଛି। ଏବେ ସେ 'ପୁଣ୍ୟତୋୟା ଜାହ୍ନବୀ' ନାମକ ଏକ ସାହିତ୍ୟ ଅନୁଷ୍ଠାନର ମୁଖ୍ୟ ସମ୍ପlଦିକା ଅଛି। ବିଦ୍ୟାଳୟ ରୁ ହିଁ କବିତା ଆବୃତ୍ତି ପାଇଁ ୧ମ ସ୍ଥାନ ଅଧିକାର କରିଥିଲେ। ନିର୍ଲିପ୍ତା ସ୍ମୁତି ସମ୍ମାନ - ୨୦୧୧, ସମାଜ ଆଇନା ସମ୍ମାନ- ୨୦୧୧, ମନସ୍ୱିନୀ ସମ୍ମାନ -୨୦୧୨, କୁଞ୍ଜ କଳିକା ଶିଶୁ ସାହିତ୍ୟିକ ସମ୍ମାନ -୨୦୧୬, କଳିଙ୍ଗ ଭାରତୀ ସମ୍ମାନ, ଦ୍ଵିତୀୟ ଭଞ୍ଜ ସାରସ୍ୱତ ସମ୍ମାନ- 2017 ଏସବୁ ପ୍ରମୁଖ ସମ୍ମାନରେ ସେ ସମ୍ମାନିତ ହୋଇ ଆସିଛନ୍ତି ।

ଠିକଣା: ପ୍ଲଟ ନମ୍ବର ୮୩(ସି), ଶଇଳଶ୍ରୀ ବିହାର, ଭୁବନେଶ୍ଵର-୨୧, ମୋବାଇଲ - ୯୩୩୮୫୮୪୮୫୭