ଅମିତାଭ ସାହୁ

ଅମିତାଭ ସାହୁ ୧୯୮୬ ମସିହା ମଇ ମାସ ୫ ତାରିଖରେ ମାତା ଶ୍ରୀମତୀ ସୁବାଶିନୀ ସାହୁ ଏବଂ ପିତା ଶ୍ରୀ ସୁଧୀର ସାହୁଙ୍କ ଔରଶରୁ ପୋଲସରା ବ୍ଲକ ଅନ୍ତର୍ଗତ କଲମ୍ଭ ଗ୍ରାମରେ ଜନ୍ମ ଗ୍ରହଣ କରନ୍ତି । ସେ ଏକା ଧାରାରେ ଜଣେ ଯୁବକବି, ଗାଳ୍ପିକ ଏବଂ ପ୍ରାବନ୍ଧିକ ଭାବେ ସଭିଙ୍କୁ ଜଣା । ଓଡ଼ିଶାର ପ୍ରାୟ ପ୍ରତ୍ୟେକ ସମ୍ବାଦପତ୍ର ଏବଂ ସାହିତ୍ୟ ପତ୍ରିକାରେ ମାନଙ୍କରେ ତାଙ୍କ ଲେଖା ପଢିବାକୁ ମିଳେ । ସମ୍ବାଦ ସାହିତ୍ୟଘର ପୋଲସରାର ସଦସ୍ୟ ଏବଂ କଲମ୍ବର ଦିବ୍ୟଧାରା ସାହିତ୍ୟ ସଂସଦର ସମ୍ପାଦକରୂପେ ବର୍ତ୍ତମାନ ଅଛନ୍ତି । 
ଇତି ମଧ୍ୟରେ ସେ ଅନେକ ସାହିତ୍ୟିକ ସମ୍ମାନ ସବୁ ପାଇ ଗଞ୍ଜାମ ମାଟିର ଗୌରବ ବଢାଇଛନ୍ତି । 
-----------------------------------
ଠିକଣା: ବଡସାହି, କଲମ୍ବ, ପୋଲସରା, ଗଞ୍ଜାମ, ଓଡ଼ିଶା, ୭୬୧୧୦୫
ଦୁରଭାଷ: ୯୮୬୧୦-୦୩୮୮୬ / ୯୪୩୮୨-୬୫୮୧୮