ବାଲ୍ମୀକି ନାୟକ

ନାମ: ବାଲ୍ମୀକି ନାୟକ
ଜନ୍ମସ୍ଥାନ: ପାଟରାପଲ୍ଲୀ ,ଗଂଜାମ
ଜନ୍ମ: ୨୯.୫.୧୯୫୧
ପେଶା: ଭୂତ ପୂର୍ବ ସୈନିକ(ବାୟୁସେନା)
ଶିକ୍ଷା: ଇଲେକ୍ଟ୍ରିକାଲ ଇଂଜିନିୟର ବାୟୁସେନା
ରୁଚି: ହେତୁବାଦୀ ସାହିତ୍ୟ ଅଧ୍ୟୟନ ଓ ଲେଖନ
ଅଭିପ୍ରାୟ: 
ସମାଜରୁ ଯଥା ସମ୍ଭବ ଭିତ୍ତିହୀନ ବିଶ୍ୱାସ ଓ ଅହେତୁକ ଭୟ ଦୂର କରି ବୈଜ୍ଞାନିକ ଚିନ୍ତନ ଜାଗ୍ରତ କରିବା ହେଉଛି ମୋର ଏକମାତ୍ର ଉଦ୍ଦେଶ୍ୟ |
ଉପଲବ୍ଧି: 
୬୦ରୁ ଉର୍ଦ୍ଧ୍ବ ଓଡ଼ିଆ ପତ୍ର-ପତ୍ରିକାରେ ଶତାଧିକ ପ୍ରବନ୍ଧ ପ୍ରକାଶ ପାଉଛି|
ନିମ୍ନଲିଖିତ ୭ ଖଣ୍ଡ ହେତୁବାଦୀ ପ୍ରବନ୍ଧ ପ୍ରକାଶ ପାଇ ପାଠକୀୟ ସ୍ୱୀକୃତି ପାଇଛି |
୧.ମୁକ୍ତମନରବିଚାର,୨.ଚମତ୍କାରରରହସ୍ୟ, (ଦ୍ଵିତୀୟ ସଂସ୍କରଣ)
୩.ତର୍କରଉର୍ଦ୍ଧ୍ବରେକିଏ?, (ଦ୍ଵିତୀୟ ସଂସ୍କରଣ)
୪.ହେତୁଵାଦରଆବଶ୍ୟକତା, (ଦ୍ଵିତୀୟ ସଂସ୍କରଣ)
୫.ଅଦ୍ଭୂତଜନବିଶ୍ୱାସ,(ଦ୍ଵିତୀୟ ସଂସ୍କରଣ)
୬.ହେତୁବାଦୀରହସ୍ୟ ଓ ୭.ତର୍କଶୀଳ ଚିନ୍ତନ

ସମ୍ମାନପ୍ରାପ୍ତି:   
୧.କୋଏଲସାହିତ୍ୟସଂସଦ, ରାଉରକେଲା ପଞ୍ଚମ ସ୍ତମ୍ଭ ଦ୍ୱାରା କୀର୍ତ୍ତନ ପରିଡା ସ୍ମୃତି 
୨. ‘ସୁବାର୍ତ୍ତା’ ଭୁବନେଶ୍ୱର ଦ୍ୱାରା ସାହିତ୍ୟ 
୩. ‘ଓଡିଶାଜାଗରଣ’ ଭୁବନେଶ୍ୱର ଦ୍ୱାରା ସାହିତ୍ୟ ସମ୍ମାନ,
୪.ଇ-ପତ୍ରିକା ‘ଆରୋହୀ’ ଦ୍ୱାରା ସାହିତ୍ୟ ସମ୍ମାନ,
୫.’ଦଳିତସାହିତ୍ୟଏକାଡେମୀ’ ଦିଲ୍ଲୀ ଦ୍ୱାରା ସାହିତ୍ୟ ସମ୍ମାନ,
୬.’ନାସ୍ତିକକେନ୍ଦ୍ରମ’ ବିଜୟୱାଡା ଦ୍ୱାରା ତର୍କଶୀଳସମ୍ମାନ,
୭.’TRUST’ଭୁବନେଶ୍ୱର ଦ୍ୱାରା“ Personality Award 2017” ସମ୍ମାନ,
୮."ଓଡିଶା ଚେରୀଟେବଲ ଏଣ୍ଡ କାଲଚୁରାଲ ଟ୍ରଷ୍ଟ, ବେଙ୍ଗାଲୁରୁ" ତରଫରୁ "କଳିଙ୍ଗ ମିତ୍ର" ସମ୍ମାନ ପ୍ରାପ୍ତ I 

ଠିକଣା: ଫ୍ଲାଟ ନମ୍ବର- ୧୦୧, ଡ଼ିଏସ ମାକ୍ସ ସୀଗଲ୍ ନେଷ୍ଟ, ବାସ୍ଵନପୁରା, ବିର୍ଗୋନଗର, ବାଙ୍ଗାଲୁରୁ, ୫୬୦୦୪୯
ଇମେଲ: balmikinayak@gmail.com ମୋବାଇଲ: ୯୪୮୨୦୧୬୨୬୦