ପ୍ରମୋଦ କୁମାର ପୃଷ୍ଟି

କବିଙ୍କ ନାମ :- କବିଶ୍ରୀ ପ୍ରମୋଦ କୁମାର ପୃଷ୍ଟି
ଜନ୍ମ ସ୍ଥାନ :- ଗ୍ରାମ-କାନପୁର, ଥାନା-କାନପୁର ,ତହସିଲ-ବଡମ୍ବା ନରସିଂହପୁର, ଜି-କଟକ।
ଜନ୍ମ ତାରିଖ :- ୨୫-୦୪-୧୯୫୭
ଶିକ୍ଷାଗତ ଯୋଗ୍ୟତା:- ଆଇ-ଏ-ସି-୧୯୭୬,ବାଙ୍କି ମହାବିଦ୍ୟାଳୟ ,କଟକ          

ପିତାଙ୍କ ନାମ :- ସ୍ଵର୍ଗତ ଅନନ୍ତ ପୃଷ୍ଟି
ମାତାଙ୍କ ନାମ:- ସ୍ଵର୍ଗତା ଗଭା ଦେବୀ
ଧର୍ମ ପତ୍ନୀଙ୍କ ନାମ:- ଶ୍ରୀମତୀ ପ୍ରମୋଦିନୀ ପୃଷ୍ଟି

ବୃତ୍ତି :- ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ (ବରିଷ୍ଠ କ୍ଷିପ୍ର ଲିପିକ )
ସ୍ଥାୟୀ ଠିକଣା :- ଶ୍ରୀ ଅଭିରାମ ନିବାସ , ବ୍ୟାଙ୍କ କଲୋନୀ, ଛତ୍ରପୁର, ଗଞ୍ଜାମ ଓଡିଶା
ଦୁରାଭାଷ ସଂଖ୍ୟା :- ୯୮୬୧୪୭୭୪୩୪

କୃତିତ୍ଵ -
(କ)ପ୍ରକାଶିତ ପୁସ୍ତକ :- ୧-ଦିବ୍ୟ ଜୀବନ ପଥେ( ଆଧ୍ୟାତ୍ମିକ ଗ୍ରନ୍ଥ)-୨୦୦୭

(ଖ )ଆନୁଷ୍ଠାନିକ ସମ୍ମାନ ପ୍ରାପ୍ତ :- 
୧-ଶିବ ଜ୍ଞାନାମୃତ ଆଧ୍ୟାତ୍ମିକ ପତ୍ରିକା,ବ୍ରହ୍ମପୁର  -୧୯୯୩ (କବିଶ୍ରୀ ଉପାଧି ପ୍ରାପ୍ତ)
୨-ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଛତ୍ରପୁର ,୧୯୯୫( ଭଜନାନନ୍ଦ ଉପାଧି)
୩--ଦକ୍ଷିଣ ଓଡିଶା ସାହିତ୍ୟ  ସମ୍ମିଳନୀ ,କାଳଷଣ୍ଢପୁର-୨୦୦୮(ସମ୍ମାନୀତ )-
୪- ୧୦ମ ବ୍ରିଗେଡ ସ୍କୁଲ ମହୋତ୍ସବ- ୨୦୧୧(ସମ୍ମାନୀତ)-

(ଗ) ଆନୁଷ୍ଠାନିକ ସଂପୃତି:-
୧- ବେଳା ଧ୍ୱନି, ଛତ୍ରପୁର-୨୦୦୦
୨- ଗଞ୍ଜାମ ଜିଲ୍ଲା  ଲେଖକ ସାମ୍ମୁଖ୍ୟ ,ବ୍ରହ୍ମପୁର ୨୦୦୩
- ଶିଶୁକଲ୍ୟାଣ ସାହିତ୍ୟ ସଂସଦ  ଓ ପଟେଲ ସାହିତ୍ୟ  ସଂସଦ ,ବ୍ରହ୍ମପୁର  - ୨୦୦୪
୪- ଶରଣ ଶ୍ରୀକ୍ଷେତ୍ର ସାହିତ୍ୟ  ସଂସଦ ,ପୋଲସରା -୨୦୦୭
୫-କୋଦଳା ଆଠଗଡ଼ ମହୋତ୍ସବ -୨୦୦୮
୬--ଯୁଗ ସାହିତ୍ୟ ସଂସଦ ,ଗାନ୍ଧିନଗର ୨୦୦୯
୭-ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା- ୨୦୧୦
୮-  ଉତ୍କଳିକା ,ବାଲିପଦର,ଗଞ୍ଜାମ- ୨୦୧୦
୯- ଭାଷା ସାହିତ୍ୟ ସଂସ୍କୃତି  ଗଣ ମହାପର୍ବ-୨୦୧୨
୧୦--ଜିଲ୍ଲା ସ୍ତରୀୟ ଦେଶାତ୍ମବୋଧକ କବି ସମ୍ମିଳନୀ-୨୦୧୫

(ଘ) ବିବିଧ :- 
୧- ଭଜନ ଗାନ କରିବା  
୨- ପ୍ରବଚନ (ଗୀତା, ଭାଗବତ ଓ ଠାକୁର ଅଭିରାମ ପରମହଂସ ଙ୍କ ତତ୍ତ୍ଵ  ଆଲୋଚନା ଇତ୍ୟାଦି)

ପ୍ରକାଶିତ ହେବାକୁ ଯାଉଛି କବିତା ସଂକଳନ ‘’ ବିବିଧତା’’ ପ୍ରସ୍ତୁତି ପଥେ