ରବି ପ୍ରଧାନ


ରବି ପ୍ରଧାନ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ବେଙ୍ଗରାଜପଲ୍ଲୀ (ବରସାହି) ଗ୍ରାମରେ ପିତା ଶ୍ରୀ ମଙ୍ଗୁଳି ପ୍ରଧାନ ଏବଂ ମାତା ଶ୍ରୀମତୀ ପତି ଦେଇଙ୍କ ଔରସରୁ ୧୯୮୨ମସିହା ଫେବୃୟାରୀ ୧୬ତାରିଖରେ ଜନ୍ମ ନିଅନ୍ତି । ଖୁବ୍ କମ୍ ବୟସରୁ ସେ ବହୁ ଶିଶୁ କବିତା ଏବଂ ଭଜନ ପୁସ୍ତକ ରଚନା କରିଛନ୍ତି ।
ତାଙ୍କ ରଚିତ ପୁସ୍ତକ ଗୁଡ଼ିକ ହେଲା, ଭଜନ ଆନନ୍ଦ ଆତ୍ମା, ଭଜନ ପରମାନନ୍ଦ, ଭଜନ ଅମୃତ ଧାରା, ଗୀତ ମନରୋଧ, ପରମ ଭକ୍ତି ରତ୍ନମଳା, ଶ୍ଳୋକ ନିତ୍ୟାନନ୍ଦ, ଭଜନ କୃପାସିନ୍ଧୁ, ବକ୍ର ଦ୍ରୁଷ୍ଟି, ଗୀତି ମଞ୍ଜନ, ମଳୟ, ଢଗଢଗାଳି, ଗୁଞ୍ଜନ, ଗଳ୍ପ ଚିରନ୍ତନୀ, ଗୀତ ଗଜରା, କୁସୁମାଞ୍ଜଳୀ, ଇତ୍ୟାଦି।
--------------------------------------------------
ଠିକଣା: ବାଲିଡିହ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଲିଡିହ, ଥାନା-ବାଣପୁର, ଜିଲ୍ଲା-ଖୋର୍ଦ୍ଧା, ପିନ-୭୫୨୦୩୧
ମୋବାଇଲ- ୮୩୩୯୮୪୮୧୩୩, ୯୦୭୮୦୦୭୬୪୦