କପଟିଆ - ପ୍ରଣତି ମହାପାତ୍ର

ନିଜେ ସାଗରରେ ଭାସୁଥାଅ ବୋଲି
ଲୁହର ଗଙ୍ଗାରେ ଭସାଅ ମୋତେ,
ଲକ୍ଷ୍ମୀ ମା ଗାଳି ବୋଳିହୁଅ ବୋଲି
ଜଗତ ଗାଳିରେ ପେଶୁଛ ଯେତେ।
ଗୋଟିଏ ନାଆର ନାଉରୀ ହୋଇଲେ
ଦୋଷ କେ କାହାକୁ ଦେବ ।
ଏଡ଼େ କପଟିଆ ଛଳିଆ କାଳିଆ
ତୋ ପରି ଆଉ କେ ହେବ।

Post a Comment

0 Comments