ରାଇରଙ୍ଗପୁର ସହର : କିଛି ସ୍ମୃତି, କିଛି ଅନୁଭୂତି - କୌଶିକ କୁମାର ହୋତା

ମାଟି ନୁହେଁ ଏ ମୋ ଚନ୍ଦନର ଟୋପା
                                       ମଥାରେ ଦେବି ମୁଁ ବୋଳି,
ରାଇରଙ୍ଗପୁର ସହରର ଶିରୀ
                                       ମାନସେ ଉଠିବ ଝଳି ll
ଜଗତର ନାଥ କରିଛନ୍ତି ବିଜେ
                                     ରମ୍ୟ ରାଇରଙ୍ଗପୁରେ,
ଖଡ଼ଖାଇ ଯା'ର ପାଦ ଧୁଏ ତାର
                                      ମାଟି ମୁଁ ମଥାରେ ମାରେ ll"
                   
              ଆଜ୍ଞା, ମୁଁ ସେହି ସହର କଥା କହୁଛି ଯେଉଁ ସହରକୁ ପାଦ ଦେବା କ୍ଷଣି ମାଆ ହଂସବାହିନୀଙ୍କର ଅପାର କରୁଣା ଝରିପଡୁଥିବା ଶିକ୍ଷାଯତନଟି ଚକ୍ଷୁରେ ଝଲସି ଉଠେ l ଏକ ମଣିଷଗଢ଼ା କାରଖାନା ରୂପେ ବର୍ଷ ବର୍ଷ ଧରି ହଜାର ହଜାର ଦେବସୁଲଭ ଶିଶୁଙ୍କୁ ଶିକ୍ଷାର ସୌରଭ ବାଣ୍ଟୁଥାଏ l ଏବେ ନିଶ୍ଚିତ ବୁଝିପାରୁଥିବେ ସେ ହେଉଛି ପରା ମୋ ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେଡେ ଆପଣାର l
           
            ପଶ୍ଚିମ ଦିଗରେ ଦିଗନ୍ତ ବିସ୍ତାରୀ ପ୍ରାନ୍ତର ଭିତରେ ଶୋଭା ପାଉଛି ରାଇରଙ୍ଗପୁର ଡାକବଙ୍ଗଳା l କୁହୁକିନୀ ଡାକବଙ୍ଗଳା କେତେ ଅତିଥି ଅଭ୍ୟାଗତଙ୍କୁ ହାତ ଠାରି ଡାକୁଛି ଓ ତାଙ୍କୁ କେତେ ସୁନେଲି ସ୍ବପ୍ନ ସହିତ ସୁଖ ନିଦ୍ରା ପ୍ରଦାନ କରୁଛି l

            ଉତ୍ତରରେ ଦିଗନ୍ତ ବିସ୍ତାରୀ ଅରଣ୍ୟ କୁ ଲାଗି ରହିଛି ମୋ ଭଉଣୀମାନଙ୍କ  ପାଇଁ ସୁନ୍ଦର ମହିଳା ମହାବିଦ୍ୟାଳୟ ଟିଏ l ଆଉ ମୋ ପ୍ରିୟ ସହରର ଦକ୍ଷିଣ ରେ ଭାଇ ଭଉଣୀଙ୍କ ସହ ପୂଜା ପାଉଛନ୍ତି ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ l ଖଡ଼ଖାଇ ନଦୀର ଆରପଟରେ ଦେବ ଦେବ ମହାଦେବ ଐଶାନେଶ୍ଵର ମହାଦେବ ପୂଜା ପାଉଛନ୍ତି l ଖାଲି ସେତିକି ନୁହେଁ ଅଶନବଣି ନିକଟସ୍ଥ ରଘୁନାଥ ଜୀଉ ମନ୍ଦିରରେ ଶ୍ରୀ ଜୀଉ ପୂଜା ପାଉଥିବାବେଳେ ମନ୍ଦିରସାହିର ପୂ6ର୍ଣ୍ଣଶ୍ଵର ମହାଦେବ, ଧରମଗଳିର ସତ୍ୟନାରାୟଣ ମନ୍ଦିରରେ ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜା ପାଉଛନ୍ତି l
       
               ମୋ ସହରରେ ରହିଛି ଗୋମାତା ପୂଜନ ନିମନ୍ତେ ଗୋଶାଳାର ବ୍ୟବସ୍ଥା l  ସହରର ମଧ୍ୟଭାଗରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ପି.ଏ.ଆଇ.ଟି.ଡ଼ିଏଙ୍କ କାର୍ଯ୍ୟାଳୟ ଓ ତତସନ୍ନିକଟରେ ରହିଛି ଉପଖଣ୍ଡ ନ୍ୟାୟାଳୟ l କଚେରୀ ପଡିଆରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ ର ମନୋଜ୍ଞ ବାତାବରଣ ବର୍ଷ ବର୍ଷ ଧରି ବହୁ କ୍ରୀଡାପ୍ରେମୀଙ୍କୁ କ୍ରୀଡାର ସୌରଭ ବିତରଣ କରୁଛି l ବିଶେଷ କରି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଜଉନା ମୁର୍ମୁ ଭଳି ବାଳିକା କ୍ରୀଡାବିତଙ୍କୁ ମୋ ରାଇରଙ୍ଗପୁର ମାଟି ମାଆ ସୃଷ୍ଟି କରିଛି l
     
            ମୋ ସହରରେ ଥିବା ମହତାବ ଭବନ କେତେବେଳେ ରଙ୍ଗୀନ ଆଲୁଅରେ ଝଲସି ଉଠୁଛି ତ କେତେବେଳେ ପୁଣି ବିବାହ ଭୋଜିରେ ହଜାର ହଜାର ଲୋକଙ୍କୁ ଆପ୍ୟାୟୀତ କରୁଛି l ଆଜ୍ଞା ସତରେ ଏ ମାଟି ସୁନା ପାଲଟି ଯାଇଛି l
       
"ମାଟି ମୁଠାଇଲେ ସୁନା ଫଳେ ଯହିଁ
                                       ତା ମୂଲ ଅମୂଲ ମୂଲ,
ଯା ମାଟିର ବାସ ଚନ୍ଦନ ସୁବାସ
                                      କେ ହେବ ତାହାରି ତୂଲ??
ଯା ପାଣି, ପବନ ମୋ ପାଇଁ ଚନ୍ଦନ
                                       ଯା ମାଟି ମୋ ପାଇଁ ସୁନା,
ଯାର ଗଉରବ, ଯଶ ସଉରଭ
                                      ଯୋଗାଏ ମନେ ପ୍ରେରଣା ll"
     
       ମୋ ସହରରେ ଇନ୍ଦିରା ଗାନ୍ଧୀ ଶିଶୁ ଉଦ୍ୟାନ, ମହାତ୍ମା ଗାନ୍ଧୀ ଉଦ୍ୟାନ, ବୃନ୍ଦାବନ ଗାର୍ଡେନ ଓ ହନୁମାନ ବାଟିକା ଏକ ମନୋଜ୍ଞ ବାତାବରଣ ସୃଷ୍ଟି କରେ l ମୋ ସହରର ଉପଖଣ୍ଡ ଚିକିତ୍ସାଳୟ ସତରେ କେତେ ପରିଷ୍କାର ପରିଛନ୍ନ l ତାର ଭୌତିକ  ପରିବେଶ,ମନୋଜ୍ଞ ବାତାବରଣ, ଚିକିତ୍ସକଙ୍କ ସେବା ମନୋବୃତ୍ତି ହେତୁ ବିଗତ ବର୍ଷ ରାଜ୍ୟର ଶ୍ରେଷ୍ଠ ଚିକିତ୍ସାଳୟ ରୂପେ କାୟାକଳ୍ପ ପୁରସ୍କାର ସହିତ ପନ୍ଦର ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ପୁରସ୍କୃତ ହୋଇଛି l ମୋ ରାଇରଙ୍ଗପୁର ସହର ପୌରପାଳିକା ରୂପେ ମଧ୍ୟ ସ୍ୱୀକୃତି ଲାଭ କରିସାରିଲାଣି l

            ମୋ ସହରରେ ଟୁସୁ ମେଳନ ସଭିଙ୍କ ମନକୁ କରେ ଉଚ୍ଛନ୍ନ l ମୋ ସହରର ବସଷ୍ଟାଣ୍ଡ ନିକଟରେ ଥିବା ଛଉ ନୃତ୍ୟ ପ୍ରତିଷ୍ଠାନ ଶହ ଶହ ଛଉ ନୃତ୍ୟଶିଳ୍ପୀ ସୃଷ୍ଟି କରିଛି l ମୋ ପ୍ରିୟ ସହରର ବହ୍ନି କନ୍ୟା ଦ୍ରୌପଦୀ ମୁର୍ମୁ ଝାରଖଣ୍ଡ ର ମହାମହିମ ରାଜ୍ୟପାଳ ରୂପେ ଅବସ୍ଥାପିତା l ମୋ ସହର ସୃଷ୍ଟି କରିଛି "ମାଦଲ" ନାମରେ ବାମନଘାଟି ମହୋତ୍ସବ l ମୋ ସହରରେ ନମସ୍ୟ ଅଲଚିକି ଲିପି ସ୍ରଷ୍ଟା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ, ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ, ମଧୁସୂଦନ ଦାସ, ମହାତ୍ମା ଗାନ୍ଧୀ, ଦିନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇ ସହରର ସୌନ୍ଦର୍ଯ୍ୟକୁ ପରିବର୍ଦ୍ଧିତ କରିଛି l ବାଦାମପାହାଡ଼ରୁ ଟାଟା ପର୍ଯ୍ୟନ୍ତ ହୋଇଥିବା ରେଳ ରାସ୍ତା ମୋହରି ସହର ଦେଇ ଯାଇଛି l ପ୍ରତିଦିନ ମୋ ସହରର ସଫେଇ କର୍ମଚାରୀ ଅହରହ ସହରକୁ ସ୍ୱଚ୍ଛ କରିବାରେ ଲିପ୍ତ l

    ମୂଲ,

                                       ତା ମୂଲ ଅମୂଲ ମୂଲ,                     ଯା ମାଟିର ବାସ ଚନ୍ଦନ ସୁବାସ

      ,

         ଏ ମାଟି ପ୍ରଥିତଯଶା କବି, ଲେଖକ, ଗାୟକ, କଣ୍ଠଶିଳ୍ପୀ, ସମାଜସେବୀ, କଳାପ୍ରେମୀ, ମହାପୁରୁଷମାନଙ୍କର ମାଟି l ଯାହାଙ୍କର ପଦସ୍ପର୍ଶରେ ମାଟି ଆଉ ମାଟି ନୁହେଁ ସତରେ ସୁନା ପାଲଟି ଯାଇଛି l

   "ତୁଳସୀ, ବାଉଲ,                          ଗିରିଶ, ଲଳିତ,
                           ଅଜମତ ଖାଁ ଭୀମ,
    ଗଢ଼ିଗଲେ ଆଜି                           ଝୁମର କୋଣାର୍କ
                          ଇତିହାସେ ରଖି ନାମ l"

    "ରବି, ଯୋଗୀନ୍ଦର,                       ଜିତେନ୍, ସ୍ୱରୂପା
                           ଏ ମାଟିର ମଥାମଣି,
     ଲେଖି, ଗାଇ ପୁଣି                         ରଖିଗଲେ ଯଶ
                            ଜଗତ ହୃଦୟ ଜିଣି l
                           
           ଆଜ୍ଞା, ଏ ମାଟିର କଥା କହିଲେ, ଗୁଣ ବଖାଣିଲେ, ଦିନ ସରିଯିବ, ରାତି ପାହିଯିବ, ଏକ କାଳଜୟୀ ଇତିହାସ ସୃଷ୍ଟି ହୋଇଯିବ କିନ୍ତୁ କଥା ସରିବନି l
       ----------------------*----------------------

କୌଶିକ କୁମାର ହୋତା, ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ l ଦୂରଭାଷ :-9438745662
-----*------

Post a Comment

0 Comments