କଥାରଖି କଥା ଦେଲି ତୁମଙ୍କୁ - ନରେନ୍ଦ୍ର ପ୍ରସାଦ ଵେହେରା

ମଣିଷ ଜନମ ଦେଲସିନା ପ୍ରଭୁ
               କରମତ ହୀନିମାନ
ଡାକି ଡାକି ମୁଁ ଯେ ଥକି ପଡିଲିଣି
           ପ୍ରଭୁ ଦିଅ ଥରେ ଦରଶନ
ଉହ୍ଲାଇ ଆସ ଥରେ ରତନବେଦୀରୁ
     କାହିଁକି କରୁଛ ମୋତେ ଅଭିମାନ
ମୋ ଜୀବନେ ଭରିଦେଲ ବ୍ଯସ୍ତବହୁଳତା
ଚିହ୍ନିବି ହୋଇ ପାରିଲିନି କଥା
ଅଭିମାନୀ ରଶ୍ମିତା ଭଉଣୀର କେଇପଦ କଥା
ମନେ ଦେଲା ମୋର ଅନେକ ଵ୍ଯଥା
କଥାଦେଲି ତାଙ୍କୁ କଥା ହେବି ବୋଲି
ଆଗାମୀ ପ୍ରୋଗ୍ରାମେ ଦେଖା ମୁଁ କରିବି
ନ ଭାବିବ ଯଦି ରଶ୍ମିତା ଭଉଣୀ ମୋହର
ଫୁଟାଇବି ମନେ ତାହାଙ୍କର
କାହିଁକି ପ୍ରଭୁ ହେ ଏଲୀଳା ତୁମର
କରୁଅଛ ମୋତ ଯେ ସାତପର
କଥାଦେଇ କଥା ରଖିଲି ତୁମର
କଥାହେବି ସେହି ବାଣୀପୀଠର
ମଣିଷ ଜନମ ଦେଲସିନା ପ୍ରଭୁ
କରମତ ହୀନିମାନ
ଉହ୍ଲାଇ ଆସ ଥରେ ରତନ ବେଦିରୁ
ଦେବାପାଇଁ ଦରଶନ
ପ୍ରଭୁ ହେ ଏ କି ଲୀଳା ତୁମର
କଥାଦେଇ କଥା ରଖିଲି ତୁମର
କଥାହେବି ସେହି ବାଣୀପୀଠର
================
ଆଳଦା, ଖଇରା,ବାଲେଶ୍ବର,ମୋ-୯୮୫୩୧୪୨୫୧୦

Post a Comment

0 Comments